ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶୁଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶୁଣି   ବିଶେଷ୍ୟ

ଅର୍ଥ : ଉପରକୁ ଚଢ଼ିବା ବା ଓହ୍ଲାଇବା ପାଇଁ ସ୍ଥାୟୀ ରୁପରେ ତିଆରି ହୋଇଥିବା ସେହି ସ୍ଥାନ ଯାହା ଉପରେ ଗୋଟିଏ ପରେ ଗୋଟିଏ ପାଦ ରଖିବାର ସୁବିଧା ରହିଥାଏ

ଉଦାହରଣ : ମୋ ଘରର ଶିଢ଼ି ଚକ୍ରାକାର ଶିଢ଼ିରେ ତା ପାଦ ଖସିଗଲା ଓ ସେ ତଳେ ପଡ଼ିଗଲା

ସମକକ୍ଷ : ଶିଡ଼ି, ଶିଢ଼ି

ऊपर चढ़ने या उतरने के लिए स्थिर रूप से बनाया गया वह स्थान जिस पर एक के बाद एक पैर रखने का स्थान होता है।

मेरे घर की सीढ़ियाँ घुमावदार है।
सीढ़ी पर से पैर फिसला और वह नीचे गिर पड़ी।
अधिरोहिणी, अधिश्रयणी, ज़ीना, जीना, सीढ़ी

A way of access (upward and downward) consisting of a set of steps.

staircase, stairway

ଅର୍ଥ : ଗୋଟିଏ ପରେ ଗୋଟିଏ ପାଦ ରଖିବାପାଇଁ ସ୍ଥାନ ଥାଇ ଉଚ୍ଚ ସ୍ଥାନକୁ ଚଢ଼ିବା ବା ଓହ୍ଲାଇବା ନିମନ୍ତେ ଏକ ଉପକରଣ

ଉଦାହରଣ : ପକ୍କା ଘରର ଛାତ ଉପରକୁ ଚଢ଼ିବା ପାଇଁ ଶିଢ଼ି ତିଆରି ହେଉଛି

ସମକକ୍ଷ : ଶିଡ଼ି, ଶିଢ଼ି