ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶବ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶବ୍ଦ   ବିଶେଷଣ

ଅର୍ଥ : ଯେଉଁଥିରେ କୌଣସି ପ୍ରକାର ଶବ୍ଦ ବା ଧ୍ୱନି ନ ଥାଏ

ଉଦାହରଣ : ନିଶବ୍ଦ ଜଙ୍ଗଲରେ ଚାଲିଲାବେଳେ ତାକୁ ଡର ଲାଗୁଥିଲା

ସମକକ୍ଷ : ଶୂନ୍ଶାନ୍

जिसमें किसी प्रकार का शब्द या ध्वनि न हो।

वह शांत वन से गुज़रते हुए डर रहा था।
अघोष, अशब्द, खामोश, ध्वनिरहित, निःशब्द, निरव, निश्शब्द, नीरव, रवरहित, शब्दरहित, शब्दहीन, शांत, शान्त

Marked by absence of sound.

A silent house.
Soundless footsteps on the grass.
The night was still.
silent, soundless, still

ଅର୍ଥ : ଧ୍ୱନିରହିତ ବା ଯେଉଁଥିରେ ଶବ୍ଦ ନାହିଁ

ଉଦାହରଣ : ରାତି ନିଶବ୍ଦ ଥିଲା ଏବଂ ସେ ଛାତ ଉପରେ ଛିଦା ହୋଇ ତାରାଗୁଡ଼ିକୁ ଦେଖୁଥିଲା

ସମକକ୍ଷ : ଶବ୍ଦହୀନ