ଅର୍ଥ : ଯାହାର କୌଣସି ଆଧାର ନାହିଁ
ଉଦାହରଣ :
ଆଧାରହୀନ ବେଲୁନ୍ ପବନରେ ଉପରକୁ ଉଡ଼ିବାକୁ ଲାଗିଲା
ଅନ୍ୟ ଭାଷାରେ ଅନୁବାଦ :
Without a basis in reason or fact.
Baseless gossip.ଅର୍ଥ : ଯେଉଁଥିରେ କିଛି ସତ୍ୟତା ବା ଯଥାର୍ଥତା ନାହିଁ
ଉଦାହରଣ :
ନ୍ୟାୟାଳୟରେ ତାଙ୍କଦ୍ୱାରା ଦିଆଯାଇଥିବା ବର୍ଣ୍ଣନା ଆଧାରହୀନ
ସମକକ୍ଷ : ଅପ୍ରାମାଣିକ, ଆଧାରହୀନ, ଭିତ୍ତିହୀନ
ଅନ୍ୟ ଭାଷାରେ ଅନୁବାଦ :
Without a basis in reason or fact.
Baseless gossip.