ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିମନ୍ତ୍ରଣ ପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିମନ୍ତ୍ରଣ ପତ୍ର   ବିଶେଷ୍ୟ

ଅର୍ଥ : କୌଣସି ମାଙ୍ଗଳିକ, ସାମାଜିକ ଅନୁଷ୍ଠାନଆଦି ଅବସରରେ କାହାରିକୁ ନିମନ୍ତ୍ରିତ କରିବାପାଇଁ ପଠାଯାଉଥିବା ପତ୍ର

ଉଦାହରଣ : ନିଜ ପିଉସୀପୁଅ ଭାଇର ବାହାଘର ନିମନ୍ତ୍ରଣ ପତ୍ର ପାଇ ଶ୍ୟାମର ଆନନ୍ଦର ସୀମା ରହିଲା ନାହିଁ

किसी मांगलिक, सामाजिक अनुष्ठान आदि के अवसर पर किसी को निमंत्रित करने के लिए भेजा जाने वाला पत्र।

अपने फुफेरे भाई की शादी का निमंत्रण पत्र पाकर श्याम फूला नहीं समाया।
कार्ड, निमंत्रण कार्ड, निमंत्रण पत्र, निमंत्रण पत्रिका