ଦୟାକରି ବିଜ୍ଞାପନଗୁଡିକ ବିଲୋପ କରିବାକୁ ଲଗଇନ୍ କରନ୍ତୁ ।
ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଦର୍ଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଦର୍ଶନ   ବିଶେଷ୍ୟ

ଅର୍ଥ : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ

ଉଦାହରଣ : ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି

ସମକକ୍ଷ : ଆଦର୍ଶ, ଉଦାହରଣ, ଡିଜାଇନ, ଦୃଷ୍ଟାନ୍ତ, ନମୁନା

वह जिसे देखकर उसके अनुसार वैसा ही कुछ किया या बनाया जाए।

वैज्ञानिकों ने पक्षियों को नमूना मानकर हवाई जहाज़ का निर्माण किया।
आदर्श, उदाहरण, नमूना, प्रारूप

A model considered worthy of imitation.

The American constitution has provided a pattern for many republics.
pattern

ଅର୍ଥ : ଯେଉଁ କାର୍ଯ୍ୟ ଓ ବ୍ୟକ୍ତିଆଦି ଆଦର୍ଶର ରୂପ ଏବଂ ଯାହାର ଅନୁକରଣ କରିବା ଆବଶ୍ୟକ

ଉଦାହରଣ : ଭଗବାନ ରାମଙ୍କ କାର୍ଯ୍ୟ ଆଧୁନିକ ଯୁଗ ନିମନ୍ତେ ଏକ ଉଦାହରଣ

ସମକକ୍ଷ : ଆଦର୍ଶ, ଉଦାହରଣ, ଦୃଷ୍ଟାନ୍ତ

वह कार्य, व्यक्ति आदि जो आदर्श रूप हो और जिसका अनुकरण करना नैतिक हो।

भगवान राम का कार्य आधुनिक युग के लिए एक उदाहरण है।
आदर्श, उदाहरण, मिसाल

A standard or typical example.

He is the prototype of good breeding.
He provided America with an image of the good father.
epitome, image, paradigm, prototype