ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଜାମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଜାମୀ   ବିଶେଷ୍ୟ

ଅର୍ଥ : ନିଜାମମାନଙ୍କ ଅଧିକାର

ଉଦାହରଣ : ହାଇଦ୍ରାବାଦରେ ପ୍ରାୟ ଏକଶହ ପଚାଶ ବର୍ଷପର୍ଯ୍ୟନ୍ତ ନିଜାମୀ ଚାଲିଲା ଜଣେ ନିଜାମଙ୍କଠାରୁ ଅନ୍ୟଜଣେ ନିଜାମଙ୍କ ହାତକୁ ନିଜାମୀ ହସ୍ତାନ୍ତର ହୋଇଚାଲିଲା

ସମକକ୍ଷ : ନିଜାମଦାରୀ

निजामों का अधिकार।

हैदराबाद पर लगभग एक सौ पचास सालों तक निजामी रही।
निजामी एक निजाम से दूसरे निजाम के हाथ में हस्तगत होती रही।
निज़ामी, निजामी

ନିଜାମୀ   ବିଶେଷଣ

ଅର୍ଥ : ନିଜାମଙ୍କର ବା ତାଙ୍କ ସହିତ ସମ୍ବନ୍ଧିତ

ଉଦାହରଣ : କୃଷି ସମ୍ପର୍କୀୟ ନିଜାମୀୟ ବାର୍ତ୍ତା ପାଇ ଚାଷୀମାନଙ୍କର ହୋସ୍‌ ଉଡ଼ିଗଲା

ସମକକ୍ଷ : ନିଜାମଙ୍କର, ନିଜାମୀୟ

निजाम का या उससे संबंधित।

कृषि संबंधी निजामी पैगाम पाकर किसानों के होश उड़ गए।
निजामी, निजा़मी