ଅର୍ଥ : ଜାହାଜ ଚଳାଉଥିବା ବ୍ୟକ୍ତି
ଉଦାହରଣ :
ସେ ନୌସେନାରେ ନାବିକ
ଅର୍ଥ : ନୌକା ଚଳାଇବା କାମ କରୁଥିବା ଏକ ଜାତି
ଉଦାହରଣ :
ମନୋହର ବ୍ରାହ୍ମଣ ହୋଇ ମଧ୍ୟ ନିଜ ପୁଅର ବାହାଘର କେଉଟ ଜାତିରେ କରିଛି
ସମକକ୍ଷ : କେଉଟ, ମଲ୍ହା, ମଲ୍ହା ଜାତି
ଅର୍ଥ : ଜାହାଜରେ କାମ କରୁଥିବା ବ୍ୟକ୍ତି
ଉଦାହରଣ :
ମୋ ଦିଅର ନୌବାହିନୀରେ ନାବିକ