ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନମୂନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନମୂନା   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ, କାର୍ଯ୍ୟଆଦିକୁ ତିଆରି କରିବା ବା କରିବା ପୂର୍ବରୁ ନିର୍ମାଣ କରାଯାଉଥିବା ତାହାର ଢାଞ୍ଚା

ଉଦାହରଣ : ନୂଆ ଯନ୍ତ୍ରର ନମୂନା ତିଆରି ହୋଇଗଲାଣି

ସମକକ୍ଷ : ପ୍ରତିମାନ, ପ୍ରାରୂପ, ମଡ଼େଲ, ରୂପରେଖ

किसी वस्तु, कार्य आदि को बनाने या करने से पहले तैयार की गई उसकी छोटी प्रतिकृति।

नई मशीन का प्रारूप तैयार कर लिया गया है।
डिज़ाइन, डिजाइन, नमूना, पूर्व रूप, प्रतिमान, प्रारूप, माडल, मॉडल, रूप रेखा, रूप-रेखा, रूपरेखा

Scale drawing of a structure.

The plans for City Hall were on file.
architectural plan, plan

ଅର୍ଥ : କୌଣସି ବିଷୟକୁ ସ୍ପଷ୍ଟ ରୂପରେ ବଦଳାଇବା କିମ୍ବା ସିଦ୍ଧ କରିବାପାଇଁ କୌଣସି ଜଣାଶୁଣା ଅନ୍ୟ ବିଷୟର ଉଲ୍ଲେଖ

ଉଦାହରଣ : ବିଷୟଗୁଡ଼ିକୁ ଉଦାହରଣ ଦେଇ ବୁଝାଇଲେ ଶୀଘ୍ର ବୁଝିହୁଏ

ସମକକ୍ଷ : ଉଦାହରଣ, ଦୃଷ୍ଟାନ୍ତ

किसी विषय को स्पष्ट रूप से बतलाने या सिद्ध करने के लिए किसी जाने हुए अन्य विषय का उल्लेख।

उदाहरण देकर समझाने से बातें जल्दी समझ में आ जाती हैं।
उदाहरण, दृष्टांत, नमूना, प्रतिमान, प्रयोग, मिसाल, हवाला

ଅର୍ଥ : କୌଣସି ପଦାର୍ଥର ରୂପ, ଗୁଣଆଦି ପରିଚୟ କରାଇବାପାଇଁ ତନ୍ମଧ୍ୟରୁ ବାହାର କରାଯାଇଥିବା କିଛି ଅଂଶ

ଉଦାହରଣ : କୃଷକ ଶସ୍ୟର ନମୂନା ସେଠ୍‌କୁ ଦେଖେଇଲା କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଭାଷାର ଏକ ଉଦାହରଣ ଦେଖନ୍ତୁ

ସମକକ୍ଷ : ଉଦାହରଣ, ସାମ୍ପଲ୍‌

किसी पदार्थ आदि के प्रकार, गुण आदि का परिचय कराने के लिए उसमें से निकाला हुआ थोड़ा अंश।

किसान ने अनाज का नमूना सेठ को दिखाया।
सूर की भाषा की एक बानगी देखिए।
नमूना, प्रतिदर्श, बानगी, सैंपल, सैम्पल

A small part of something intended as representative of the whole.

sample