ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଟୁ   ବିଶେଷ୍ୟ

ଅର୍ଥ : ଖୁବ୍ ବୁଲୁଥିବା କାଠଆଦିର ଗୋଟିଏ ଗୋଲ ଛୋଟ ଖେଳନା

ଉଦାହରଣ : ପିଲାଟି ଚକ୍ରି ବୁଲାଉଥିଲା

ସମକକ୍ଷ : ଚକରି, ଚକ୍ରି, ଭଉଁରୀ

खूब घूमनेवाला काठ आदि का एक गोल छोटा खिलौना।

बच्चा फिरकी नचा रहा है।
चकई, चकरी, ढेरा, फिरकी, फिरहरी, भँभरी, भँभीरी

A toy consisting of vanes of colored paper or plastic that is pinned to a stick and spins when it is pointed into the wind.

pinwheel, pinwheel wind collector

ଅର୍ଥ : ଗୁଡ଼ା ହୋଇଥିବା ସୂତା ସାହଯ୍ୟରେ ଘୁରା ଯାଉଥିବା ଲଟେଇ ଆକାରର ଏକ ପ୍ରକାର ଖେଳନା

ଉଦାହରଣ : ପିଲାମାନେ ପଡ଼ିଆରେ ନଟୁ ଖେଳୁଛନ୍ତି

गड़ारी के आकार का एक खिलौना जिसे लपेटे हुए सूत की सहायता से घुमाते हैं।

बच्चे मैदान में लट्टू नचा रहे हैं।
भौंरा, लट्टू

A conical child's plaything tapering to a steel point on which it can be made to spin.

He got a bright red top and string for his birthday.
spinning top, teetotum, top, whirligig