ଅର୍ଥ : ହାତ ତଥା ଗୋଡ଼ ଆଙ୍ଗୁଳିର ଉପରେ ଥିବା ଧଳା ଅଂଶ ଯାହା ଟାଣ ଏବଂ ଧାରୁଆ
ଉଦାହରଣ :
ପ୍ରତିଦିନ ନଖସବୁକୁ ସଫା କରିବା ଉଚିତ୍
ଅର୍ଥ : ଶାମୁକା ବା ଗେଣ୍ଡା ଜାତୀୟ ଏକ ଜନ୍ତୁର ଉପର ମୁହଁ ଆବରଣ ଢାଙ୍କୁଣିରୁ ତିଆରିହେଉଥିବା ଗୋଟିଏ ପ୍ରକାର ସୁଗନ୍ଧିତ ଦ୍ରବ୍ୟ
ଉଦାହରଣ :
ନଖ ନାମକ ଗନ୍ଧଦ୍ରବ୍ୟର ଆକାର ହାତର ନଖ ଭଳି ଚନ୍ଦ୍ରାକାର ବା ଗୋଲାକାର ମଧ୍ୟ ହୋଇଥାଏ