ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୋବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୋବା   ବିଶେଷ୍ୟ

ଅର୍ଥ : ଲୁଗା ସଫା କାମ କରୁଥିବା ଜାତିର ସଦସ୍ୟ

ଉଦାହରଣ : ଧୋବା ଧୋବାତୁଠରେ ଲୁଗା ଧୋଉଛି

ସମକକ୍ଷ : ଉଜଳା, ରଜକ

कपड़े धोने का काम करने वाली जाति का सदस्य।

धोबी धोबी-घाट पर कपड़े धो रहा है।
उजला, धावक, धोबी, धोवत, बरेठा, रजक

ଅର୍ଥ : ଲୁଗାସଫା କାର୍ଯ୍ୟ କରୁଥିବା ଜାତି

ଉଦାହରଣ : ଏହି ଗାଁରେ ଧୋବା ଦଶଟି ପରିବାର ରହୁଛନ୍ତି

एक जाति जो कपड़े धोने का कार्य करती है।

इस गाँव में धोबियों के दस परिवार रहते हैं।
धोबी, धोबी जाति, धोवत, बरेठा, रजक

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati