ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୋଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୋଇବା   ବିଶେଷ୍ୟ

ଅର୍ଥ : ଜଳରେ ସଫା କରିବା କାମ

ଉଦାହରଣ : ହସ୍ତ ପ୍ରକ୍ଷାଳନ କଲା ପରେ ଆମେ ଖାଇବା ଉଚିତ

ସମକକ୍ଷ : କ୍ଷାଳନ, ପ୍ରକ୍ଷାଳନ

जल से साफ़ करने का काम।

हमें अपने हाथों को धोने के बाद ही भोजन करना चाहिए।
अवनेजन, क्षालन, धुलाई, धोना, पखार, प्रक्षालन, विधु

The work of cleansing (usually with soap and water).

lavation, wash, washing

ଅର୍ଥ : ଧୋଇବାର କାମ

ଉଦାହରଣ : ଗୀତା ଲୁଗା ସଫାକରୁଛି

ସମକକ୍ଷ : ସଫା କରିବା

धोने का काम।

गीता कपड़ों की धुलाई कर रही है।
धुलाई

The work of cleansing (usually with soap and water).

lavation, wash, washing

ଧୋଇବା   କ୍ରିୟାପଦ

ଅର୍ଥ : ଲୁଗା ସଫା କରିବା

ଉଦାହରଣ : ଶୀଲା ସକାଳୁ ଲୁଗା ଧୋଉଥିଲା

ସମକକ୍ଷ : ସଫା କରିବା

कपड़े साफ करना।

शीला कपड़े धो रही है।
छाँटना, धोना, फींचना

Cleanse with a cleaning agent, such as soap, and water.

Wash the towels, please!.
launder, wash

ଅର୍ଥ : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା

ଉଦାହରଣ : ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ

ସମକକ୍ଷ : ପରିଷ୍କାର କରିବା, ସଫାକରିବା

पानी या किसी तरल पदार्थ की सहायता से किसी वस्तु पर से मैल, गर्द आदि हटाना।

श्यामा महात्माजी के पैरों को धो रही है।
संतजी हाथ-पैर धो रहे हैं।
इस पुर्जे को मिट्टी के तेल में धोओ।
धोना, पखारना

Cleanse with a cleaning agent, such as soap, and water.

Wash the towels, please!.
launder, wash