ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୃଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୃଷ୍ଟ   ବିଶେଷଣ

ଅର୍ଥ : ଯିଏ ଅନ୍ୟମାନଙ୍କ ସହିତ ଧୃଷ୍ଟାପୂର୍ବକ ବା ଧୃଷ୍ଟତା ସହିତ ବ୍ୟବହାର କରେ

ଉଦାହରଣ : ମୋହନ ବହୁତ ଧୃଷ୍ଟ

ସମକକ୍ଷ : ଅଖାଡ଼ୁଆ, ଅବିନୀତ, ଅଶାଳୀନ, ଉଚ୍ଛୃଙ୍ଖଳ, ଉଦ୍ଧତ

जो दूसरों के साथ धृष्टतापूर्वक व्यवहार करता हो या धृष्टता से पेश आता हो।

मोहन बहुत ही धृष्ट है।
अक्खड़, अल्हड़, अवाय, अविनीत, अशालीन, उच्छृंखल, उच्छृङ्खल, उजड्ड, उज्जट, उज्झड़, उद्धत, ढीठ, धृष्ट, निडर, मगरा, शोख, शोख़, हेकड़

Tenaciously unwilling or marked by tenacious unwillingness to yield.

obstinate, stubborn, unregenerate

ଅର୍ଥ : ବଡ଼ମାନଙ୍କୁ ଉଚିତ୍‌ ଆଦର ବା ସଙ୍କୋଚ ନକରିବା ବ୍ୟକ୍ତି

ଉଦାହରଣ : ରାମୁ ଜଣେ ଉଦ୍ଧତ ବାଳକ

ସମକକ୍ଷ : ଅବିନୀତ, ଉଦ୍ଧତ

बड़ों का उचित आदर या लिहाज न करने वाला।

रामू एक बदतमीज लड़का है।
गुस्ताख, गुस्ताख़, ढीठ, धृष्ट, बदतमीज, बदतमीज़

Showing lack of due respect or veneration.

Irreverent scholars mocking sacred things.
Noisy irreverent tourists.
irreverent