ଅର୍ଥ : ଯେଉଁ ଦେଶ ଭଲ ରାଜାଙ୍କ ଶାସନାଧୀନ ଥାଏ
ଉଦାହରଣ :
ଆଜି ଆମେ କାହାକୁ ଧୃତରାଷ୍ଟ୍ର କହିବା?
ଅର୍ଥ : ଜନ୍ମେଜୟଙ୍କ ପୁତ୍ର
ଉଦାହରଣ :
ମୋତେ ଧୃତରାଷ୍ଟ୍ରଙ୍କ କାହାଣୀ ଭଲ ଲାଗେ
ଅର୍ଥ : ଜଣେ କୌରବ ରାଜା ଯେ ଦୁର୍ଯୋଧନଙ୍କ ପିତା
ଉଦାହରଣ :
ଧୃତରାଷ୍ଟ୍ର ଜନ୍ମାନ୍ଧ ଥିଲେ
ଅର୍ଥ : ଯାହାଙ୍କ ରାଜ୍ୟ ସୁଦୃଢ ଥାଏ
ଉଦାହରଣ :
ଭୋଜ,ଅଶୋକ ଆଦି ଧୃତରାଷ୍ଟ୍ର ଥିଲେ
ଅର୍ଥ : ଗନ୍ଧର୍ବମାନଙ୍କର ଜଣେ ରାଜା
ଉଦାହରଣ :
ଧୃତରାଷ୍ଟ୍ର ପ୍ରଶଂସନୀୟ ଥିଲେ