ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୂଳିକଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୂଳିକଣା   ବିଶେଷ୍ୟ

ଅର୍ଥ : ବାୟୁରେ ଭରି ରହିଥିବା ଅତି ସୂକ୍ଷ୍ମ କଣିକା ଯାହା ରନ୍ଧ୍ର ଭିତର ଦେଇ ଆସୁଥିବା ସୂର୍ଯ୍ୟକିରଣରେ ଉଡ଼ୁଥିବାର ଦେଖାଯାଏ

ଉଦାହରଣ : ଧୂଳିକଣା ଗୁଡ଼ିକ ଆକାରରେ ବହୁତ ଛୋଟ

वायु में भरे हुए वे बहुत सूक्ष्म कण जो प्रायः छेद में से आनेवाली धूप में उड़ते हुए दिखाई देते हैं।

त्रसरेणु आकार में बहुत छोटे होते हैं।
त्रस, त्रसरेणु, सुरेणु, हेमरेणु

Fine powdery material such as dry earth or pollen that can be blown about in the air.

The furniture was covered with dust.
dust

ଅର୍ଥ : ଧୂଳି ବା ତୃଣଆଦିର କଣିକା ଯାହା ଆଖିରେ ପଡ଼ି ପୀଡ଼ା ଦିଏ

ଉଦାହରଣ : ମୋ ଆଖିରେ ଧୂଳିକଣା ପଡ଼ିଗଲା

धूल या तिनके आदि का कण जो आँख में पड़कर पीड़ा देता है।

मेरी आँख में किरकिरी पड़ गयी है।
किरकिरी