ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୂଆପାଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୂଆପାଣି   ବିଶେଷ୍ୟ

ଅର୍ଥ : କୌଣସି ଜିନିଷକୁ ପାଣିରେ ଧୋଇଲାପରେ ସେଥିରୁ ବାହାରୁଥିବା ବା ବଳୁଥିବା ପାଣି

ଉଦାହରଣ : ପାଣି ଅଭାବରୁ ମାଆ ଚାଉଳ ଧୂଆପାଣିରେ ଡାଲି ଧୋଇଲେ

पानी में कोई चीज़ धोने पर निकला या बचा हुआ पानी।

पानी के अभाव में माँ ने चावल की धोवन में ही दाल धोई।
धोवन