ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାଛ ଧରୁଥିବା ଏକ ଜାତି
ଉଦାହରଣ : କେତେକ ଗ୍ରାମୀଣ କ୍ଷେତ୍ରରେ ଏବେବି କେଉଟ ଜାତି ନିଜ ପେଶାରେ ଲାଗିଛନ୍ତି
ସମକକ୍ଷ : କେଉଟ, କୈବର୍ତ୍ତ, ମାଛୁଆ
मछली पकड़ने वाली एक जाति।
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
ଅର୍ଥ : ଯିଏ ମାଛ ଧରି ବିକ୍ରିକରେ
ଉଦାହରଣ : ସମୁଦ୍ରରେ ଝଡ଼ ଆସିବାରୁ ଧୀବରମାନେ ମାଛ ଧରିବାକୁ ଯାଇପାରିଲେ ନାହିଁ
ସମକକ୍ଷ : କେଉଟ, ଜଳଜୀବୀ
वह जो मछली पकड़कर बेचता है।
Someone whose occupation is catching fish.
ଅର୍ଥ : ଜୀବିକା ନିର୍ବାହ ପାଇଁ ମାଛ ମାରିବା ବା ଧରିବା କାମ ବା ପେଶା
ଉଦାହରଣ : କିଛି କେଉଟ ନଦୀରେ ମାଛ ମାରୁଛନ୍ତି
ସମକକ୍ଷ : କେଉଟ
जीवन यापन के लिए मछली मारने या पकड़ने का काम या पेशा।
The occupation of catching fish for a living.
ଅର୍ଥ : ନୌକା ଚାଳନା କାର୍ଯ୍ୟ କରୁଥିବା ଗୋଟିଏ ଜାତିର ସଦସ୍ୟ
ଉଦାହରଣ : ନଦୀପାର କରାଇବା ନିମନ୍ତେ ସେ ଧୀବରକୁ ଡାକିଲା
ସମକକ୍ଷ : କେଉଟ, ନାଉରିଆ, ନାବିକ, ମଲ୍ହା, ମାଝୀ
एक जाति का सदस्य जो नाव खेने का काम करती है।
Someone who drives or rides in a boat.
ସଂସ୍ଥାପନ କରନ୍ତୁ