ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ଛୋଟ ଗଛ ଯାହାର ମଞ୍ଜିରୁ ଚାଉଳ ବାହାର କରାଯାଏ
ଉଦାହରଣ : ଜମିରେ ଧାନ ଗଛ ଲହଡ଼ି ଭାଙ୍ଗୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
एक पौधा जिसके बीजों में से चावल निकलता है।
ଅର୍ଥ : କେତେକ ଛୋଟ ଗଛରୁ ମିଳୁଥିବା ଖାଇବାଯୋଗ୍ୟ ଦାନା
ଉଦାହରଣ : ଶ୍ୟାମ ଖାଦ୍ୟଶସ୍ୟ ବେପାରୀ
ସମକକ୍ଷ : ଅନ୍ନ, ଖାଦ୍ୟଶସ୍ୟ, ଶସ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कुछ पौधों से उत्पन्न होने वाले दाने जो खाने के काम में आते हैं।
Dry seed-like fruit produced by the cereal grasses: e.g. wheat, barley, Indian corn.
ଅର୍ଥ : ଗୋଟିଏ ଶସ୍ୟ ଯାହାର ଚୋପା ଛଡ଼ାଇଲେ ଚାଉଳ ହୁଏ
ଉଦାହରଣ : ଏହି ବଖରା ଧାନରେ ଭର୍ତ୍ତି
एक अनाज जो छिलके सहित चावल होता है।
Rice in the husk either gathered or still in the field.
ଅର୍ଥ : ଛଅ ସୋରିଷ ଭଳି ଏକ ମାପ
ଉଦାହରଣ : ମୋ ନାକ ଫୁଲର ଓଜନ ଏକ ଧାନ
ସମକକ୍ଷ : ଯଅ, ଯବ
छः राई की एक तौल।
ସଂସ୍ଥାପନ କରନ୍ତୁ