ଅର୍ଥ : ପୁଣ୍ୟ କରୁଥିବା ବ୍ୟକ୍ତିବା ଯେ ପୁଣ୍ୟ କରୁଛି
ଉଦାହରଣ :
ଆଧୁନିକ ଯୁଗରେ ମଧ୍ୟ ପୁଣ୍ୟାତ୍ମାମାନଙ୍କ ସଂଖ୍ୟା କମ ନୁହେଁ
ସମକକ୍ଷ : ଧର୍ମବନ୍ତ, ଧାର୍ମିକ, ପୁଣ୍ୟକର୍ମା, ପୁଣ୍ୟବନ୍ତ, ପୁଣ୍ୟବାନ, ପୁଣ୍ୟାତ୍ମା
ଅର୍ଥ : ପୁଣ୍ୟ କରିବା ଲୋକ ବା ଯେ ପୁଣ୍ୟ କରେ
ଉଦାହରଣ :
ପୁଣ୍ୟାତ୍ମା ବ୍ୟକ୍ତିଙ୍କ ଜୀବନ ଆନନ୍ଦମୟ ହୋଇଥାଏ
ସମକକ୍ଷ : ପୁଣ୍ୟବାନ, ପୁଣ୍ୟାତ୍ମା
ଅର୍ଥ : ନିୟମିତ ଭାବରେ ପୂଜାପାଠ, ଜପଆଦି ଧାର୍ମିକ କାର୍ଯ୍ୟ କରୁଥିବା ବ୍ୟକ୍ତି
ଉଦାହରଣ :
ମୋର ବୁଢ଼ାବାପା ଜଣେ ଧର୍ମାତ୍ମା ବ୍ୟକ୍ତି, ସେ ନିୟମିତ ଭାବରେ ପୂଜାପାଠ କରନ୍ତି