ଅର୍ଥ : ପୁରାଣ ଅନୁସାରେ ହଜାରେ ଫଣାଧାରୀ ସେହି ନାଗ ଯାହାଙ୍କ ଫଣା ଉପରେ ଏହି ପୃଥିବୀ ତିଷ୍ଠି ରହିଛି
ଉଦାହରଣ :
ଶେଷନାଗଙ୍କୁ ହିନ୍ଦୁମାନଙ୍କର ଗୋଟିଏ ଦେବତା ବୋଲି ବିଚାର କରାଯାଏ
ସମକକ୍ଷ : ମହୀଧର, ଶେଷନାଗ, ସହସ୍ରଫଣି
ଅନ୍ୟ ଭାଷାରେ ଅନୁବାଦ :
पुराणों के अनुसार हजार फनों वाला वह नाग जिसके फनों पर यह पृथ्वी ठहरी हुई है।
शेषनाग हिन्दुओं के एक देवता माने जाते हैं।An imaginary being of myth or fable.
mythical being