ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧମାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧମାର   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ତାଳ

ଉଦାହରଣ : ଗୁରୁଜୀ ଧମାର, ଠୁମରୀ ଆଦି ବଜାଇ ଦେଖାଇଲେ

ସମକକ୍ଷ : ଧମାର ତାଳ, ଧମାଳ, ଧମ୍ମାଳ

एक प्रकार का ताल।

गुरुजी ने धमार,ठुमरी आदि बजाकर दिखाया।
धमार, धमार ताल, धमाल, धम्माल

ଅର୍ଥ : ଦାଉଦାଉ ଜଳୁଥିବା ନିଆଁଉପରେ ଚାଲିବା ପ୍ରକ୍ରିୟା

ଉଦାହରଣ : ଏକ ବିଶେଷ ପ୍ରକାର ସାଧୁଙ୍କଦ୍ୱାରା ଧମାର କରାଯାଏ

ସମକକ୍ଷ : ଧମାଳ, ଧମ୍ମାଳ

दहकती हुई आग पर चलने की क्रिया।

धमार एक विशेष प्रकार के साधुओं द्वारा किया जाता है।
धमार, धमाल, धम्माल