ଅର୍ଥ : ଧନ ଓ ଶସ୍ୟ ଯାହା ସମ୍ପଦ ବା ସମୃଦ୍ଧିର ସୂଚକ
ଉଦାହରଣ :
ଭଗବାନଙ୍କ ଦୟାରୁ ଆମର ଧନଧାନ୍ୟରେ କିଛି ଊଣା ନାହିଁ
ସମକକ୍ଷ :
ଧନଦୌଲତ, ଧନସମ୍ପତ୍ତି, ଧନସମ୍ପଦ
ଅନ୍ୟ ଭାଷାରେ ଅନୁବାଦ :
धन और अन्न जो संपन्नता या समृध्दि के सूचक माने गए हैं।
भगवान की दया से हमारे यहाँ धनधान्य की कोई कमी नहीं है।
धन-धान्य,
धनधान्य