ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧଣ୍ଡ   ବିଶେଷ୍ୟ

ଅର୍ଥ : ପାଣିରେ ରହୁଥିବା ଏକ ସାପ ଯାହାଠାରେ ବହୁତ କମ ବିଷ ରହିଥାଏ

ଉଦାହରଣ : କେଉଟ ଜାଲରେ ପଡ଼ିଥିବା ଧଣ୍ଡକୁ ବାହାରକରି ପୁଣି ପାଣିକୁ ଫୋପାଡ଼ି ଦେଲା

पानी में रहनेवाला एक साँप जिसमें विष बहुत ही कम होता है।

मल्लाह ने जाल में फँसे डेड़हे को निकालकर पुनः पानी में फेंक दिया।
डुंडु, डुंडुभ, डेड़हा, डोड़हा

ଅର୍ଥ : ଗୋଟିଏ ପ୍ରକାରର ପାଣିସାପ

ଉଦାହରଣ : ମିଙ୍କୁକୁ ଧଣ୍ଡ କାମୁଡ଼ି ଦେଲା

ସମକକ୍ଷ : ଧଣ୍ଡ ସାପ

एक प्रकार का पनिहा साँप।

मैकू को धोड़ ने डँस लिया।
धोड़, धोड़ साँप