ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧକ୍କାଧକ୍କି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧକ୍କାଧକ୍କି   ବିଶେଷ୍ୟ

ଅର୍ଥ : ଭିଡ଼ ହେତୁରୁ ବା ଅନ୍ୟ କୌଣସି କାରଣରୁ ଜଣେ ଅନ୍ୟ ଜଣକୁ ଧକ୍କାଦେବା ବା ଠେଲିବା କାର୍ଯ୍ୟ

ଉଦାହରଣ : ଠେଲାପେଲା ନକରି ଆପଣମାନେ ଆରାମରେ ଧାଡ଼ିରେ ଛିଡା ହୁଅନ୍ତୁ

ସମକକ୍ଷ : ଠେଲାଠେଲି, ଠେଲାପେଲା, ପେଲାପେଲି

भीड़-भाड़ के कारण या और किसी कारण से एक दूसरे को धक्का देने या ठेलने की क्रिया।

धक्कमधक्का न करते हुए आप लोग आराम से लाइन में खड़े रहें।
ठेलम-ठेल, ठेलमठेल, ठेला-ठेली, ठेलाठेली, धक्कम-धक्का, धक्कमधक्का, धक्का-धुक्की, धक्काधुक्की, पेलमपेल, पेला-पेली, पेलापेली

Rushing about hastily in an undignified way.

scamper, scramble, scurry