ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧକ୍କା ମରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧକ୍କା ମରାଇବା   କ୍ରିୟାପଦ

ଅର୍ଥ : ଧକ୍କା ମାରିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ସେ ଶ୍ରମିକମାନଙ୍କଦ୍ୱାରା ପଙ୍କରେ ପଶିଥିବା ଗାଡ଼ିକୁ ଧକ୍କା ମରାଉଛନ୍ତି

ସମକକ୍ଷ : ଠେଲା ମରାଇବା, ଠେଲାଇବା, ପେଲାଇବା

धकेलने में प्रवृत्त करना।

वह मजदूरों से कीचड़ में फँसी गाड़ी को धकेलवा रहा है।
ठेलवाना, ढकेलवाना, धकियवाना, धकेलवाना

ଅର୍ଥ : ଧକ୍କାଦେବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ମାଲିକ ଡ୍ରାଇଭରକୁ କହି ତା କାରକୁ ରିକ୍ସାରେ ଧକ୍କାମରାଇଲା

ସମକକ୍ଷ : ଧକ୍କା ଦିଆଇବା

टकराने में प्रवृत्त करना।

मालिक ने ड्राइवर को कहकर अपनी कार रिक्शा से टकरवाया।
टकरवाना, भिड़वाना