ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୈବବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୈବବାଦୀ   ବିଶେଷ୍ୟ

ଅର୍ଥ : ଭାଗ୍ୟ ଉପରେ ନିର୍ଭର କରୁଥିବା ବ୍ୟକ୍ତି

ଉଦାହରଣ : ଆଜିର କର୍ମ ପ୍ରଧାନ ଯୁଗରେ ବି ଭାଗ୍ୟବାଦୀମାନେ କମ୍ ନାହାନ୍ତି

ସମକକ୍ଷ : ଭାଗ୍ୟବାଦୀ

भाग्य को महत्व देनेवाला या भाग्य पर ही आश्रित रहनेवाला व्यक्ति।

आज के कर्म प्रधान युग में भी भाग्यवादियों की कमी नहीं है।
दैववादी, प्रारब्धवादी, भाग्यवादी

Anyone who submits to the belief that they are powerless to change their destiny.

determinist, fatalist, predestinarian, predestinationist

ଅର୍ଥ : ନିୟତିବାଦକୁ ମାନୁଥିବା ବ୍ୟକ୍ତି

ଉଦାହରଣ : ନିୟତିବାଦୀମାନଙ୍କ ମତରେ ସମସ୍ତ କାର୍ଯ୍ୟ ଭଗବାନଙ୍କ କୃପାରେ ହୁଏ

ସମକକ୍ଷ : ନିୟତିବାଦୀ

नियतिवाद को मानने वाला व्यक्ति।

नियतिवादी के अनुसार जो कुछ भी होता है वह भगवान की कृपा से ही होता है।
दैववादी, नियतिवादी

Anyone who submits to the belief that they are powerless to change their destiny.

determinist, fatalist, predestinarian, predestinationist

ଦୈବବାଦୀ   ବିଶେଷଣ

ଅର୍ଥ : ଭାଗ୍ୟକୁ ମହତ୍ତ୍ୱ ଦେଉଥିବା ବା ଭାଗ୍ୟ ଉପରେ ହିଁ ଆଶ୍ରିତ ରହୁଥିବା ବ୍ୟକ୍ତି

ଉଦାହରଣ : ଆଜିର କର୍ମପ୍ରଧାନ ଯୁଗରେ ଭାଗ୍ୟବାଦୀ ବ୍ୟକ୍ତିମାନଙ୍କୁ ବେଳେବେଳେ ପଛରେ ରହିବାକୁ ପଡ଼ୁଛି

ସମକକ୍ଷ : ପ୍ରାରବ୍ଧବାଦୀ, ଭାଗ୍ୟବାଦୀ

भाग्य को महत्व देनेवाला या भाग्य पर ही आश्रित रहनेवाला।

आज के कर्म प्रधान युग में भाग्यवादी व्यक्ति को कभी-कभी पछताना भी पड़ता है।
दैववादी, प्रारब्धवादी, भाग्यवादी