ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୃଷ୍ଟିପଟଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୃଷ୍ଟିପଟଳ   ବିଶେଷ୍ୟ

ଅର୍ଥ : ନେତ୍ରଗୋଲକର ପଶ୍ଚାତଭାଗରେ ଥିବା ମାଂସପେଶୀକୁ ଘୋଡ଼ାଉଥିବା ଏକ ପ୍ରକାଶ ସଂବେଦୀ ଝିଲ୍ଲୀ

ଉଦାହରଣ : ରେଟିନା ଶୁଖିଲାପରେ ତାହାର ଡାହାଣ ଆଖିରେ ଅସ୍ତ୍ରୋପଚାର କରାଯିବ

ସମକକ୍ଷ : ଚକ୍ଷୁପଟଳ, ନେତ୍ରପଟଳ, ରେଟିନା

नेत्रगोलक की पिछली दीवार को ढकने वाली एक प्रकाश संवेदी झिल्ली जिस पर किसी वस्तु का प्रतिबिंब बनता है।

दृष्टिपटल सिकुड़ने की वज़ह से उसकी दाहिनी आँख का शल्य-कर्म कराना पड़ा।
दृष्टिपटल के आगे प्रतिबिंब बनने पर उसे निकट दृष्टि दोष कहते हैं।
अक्षि पटल, अक्षिपटल, दृष्टि पटल, दृष्टिपटल, नेत्र पटल, नेत्रपटल, रेटिना, रैटिना