ଅର୍ଥ : ସେହି ବୃତ୍ତି ବା ଶକ୍ତି ଯେଉଁଥିରେ ମନୁଷ୍ୟ ବା ଜୀବ ସବୁ ଜିନିଷ ଦେଖି ପାରନ୍ତି
ଉଦାହରଣ :
ଶାଗୁଣାର ଦୃଷ୍ଟି ବହୁତ ତେଜ୍ ହୋଇଥାଏ
ସମକକ୍ଷ : ଦୃଷ୍ଟିକ୍ଷମତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
ଉଦାହରଣ :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
ସମକକ୍ଷ : ଦୃଷ୍ଟି କୋଣ, ନଜର, ବିଚାର
ଅନ୍ୟ ଭାଷାରେ ଅନୁବାଦ :
A mental position from which things are viewed.
We should consider this problem from the viewpoint of the Russians.ଅର୍ଥ : ଦେଖିବା କ୍ରିୟା ବା ଢଙ୍ଗ
ଉଦାହରଣ :
ତାଙ୍କ ଦୃଷ୍ଟିରୁ ହିଁ ଆମେ ବୁଝିଗଲୁ ଯେ ସେ ବହୁତ ରାଗରେ ଅଛନ୍ତି ତାର ଚଞ୍ଚଳ ଦୃଷ୍ଟିପାତ ଭାରି ମୋହକ
ଅନ୍ୟ ଭାଷାରେ ଅନୁବାଦ :
The act of directing the eyes toward something and perceiving it visually.
He went out to have a look.ଅର୍ଥ : ଆଖିର ଦୃଷ୍ଟି-କ୍ଷେତ୍ର ବା ଦୃଷ୍ଟି-ସୀମା ବା ଯେଉଁ ପର୍ଯ୍ୟନ୍ତ ଆଖିକୁ ଦେଖାଯାଏ
ଉଦାହରଣ :
ସେ ମୋ ଦୃଷ୍ଟିସୀମାରୁ ବାହାରି ନଯିବା ପର୍ଯ୍ୟନ୍ତ ମୁଁ ତାଙ୍କୁ ଦେଖୁଥିଲି
ସମକକ୍ଷ : ଆଖିଆଗ, ନେତ୍ରଦୃଷ୍ଟି
ଅନ୍ୟ ଭାଷାରେ ଅନୁବାଦ :
* आँख का दृष्टि-क्षेत्र या दृष्टि-सीमा या जहाँ तक आँख से देखा जा सकता हो।
मैं उन्हें तब तक देखता रहा जब तक वे मेरी दृष्टि से बाहर नहीं हो गए।ଅର୍ଥ : ଦୃଷ୍ଟି ସମ୍ବନ୍ଧୀୟ ବୋଧ ବା ଅଭିଜ୍ଞତାର ଅବସ୍ଥା
ଉଦାହରଣ :
ତା ପତ୍ନୀର ଦୃଷ୍ଟିବୋଧ ତାକୁ ଯଥାର୍ଥତା ସହିତ ପରିଚିତ କରାଇଲା
ସମକକ୍ଷ : ଦୃଷ୍ଟିବୋଧ
ଅନ୍ୟ ଭାଷାରେ ଅନୁବାଦ :
* दृष्टि संबंधी बोध या अभिज्ञता की अवस्था।
उसकी पत्नी की दृष्टि ने उसे यथार्थता से परिचित कराया।An instance of visual perception.
The sight of his wife brought him back to reality.