ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିନକଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିନକଣା   ବିଶେଷ୍ୟ

ଅର୍ଥ : ଯେଉଁ ରୋଗରେ ଦିନରେ ଦେଖାଯାଏ ନାହିଁ

ଉଦାହରଣ : ଚିକିତ୍ସକ ଦିନକଣାରେ ପୀଡ଼ିତ ଲୋକଟିକୁ କିଛି ଔଷଧ ଦେଲେ

एक रोग जिसमें दिन के समय दिखाई नहीं पड़ता।

चिकित्सक ने दिनौंधी से पीड़ित व्यक्ति को कुछ दवाएँ दी।
दिनौंधी, दिनौन्धी, दिवस-अंध, दिवांध, दिवान्ध

Inability to see clearly in bright light.

day blindness, hemeralopia

ଦିନକଣା   ବିଶେଷଣ

ଅର୍ଥ : ଦିନାନ୍ଧ ରୋଗରେ ପୀଡ଼ିତ

ଉଦାହରଣ : ଦିନାନ୍ଧ ବ୍ୟକ୍ତି ସାରାଦିନ ନିଜ ଘରେ ପଡ଼ିରହିଥାଏ

ସମକକ୍ଷ : ଆଲୁଅକଣା, ଦିନାନ୍ଧ, ପେଚାଆଖିଆ

दिनौंधी रोग से पीड़ित।

दिनौंध व्यक्ति दिनभर अपने घर पर ही पड़ा रहा।
दिनौंध, दिनौंधा, दिनौन्ध, दिनौन्धा