ଅର୍ଥ : ଅନ୍ୟର ଲାଭ ବା ଭଲ ଦେଖି ହେଉଥିବା ମାନସିକ କଷ୍ଟ
ଉଦାହରଣ :
ମୋର ଉନ୍ନତି ଦେଖି ତାର ଇର୍ଷା ହେଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶରୀରରେ ଜ୍ୱଳନ ଅନୁଭବ କରାଉଥିବା ଏକ ରୋଗ
ଉଦାହରଣ :
ଦାହରୁ ପୀଡ଼ିତ ବ୍ୟକ୍ତି ତା ଦେହରେ ନିମ୍ବପତ୍ରର ଲେପ ଲଗାଇଛି
ଅନ୍ୟ ଭାଷାରେ ଅନୁବାଦ :
एक रोग विशेष जिसमें शरीर में जलन महसूस होती है।
दाह से पीड़ित व्यक्ति ने अपने शरीर पर नीम की पत्तियों का लेप लगाया है।ଅର୍ଥ : ଜଳାଇବାର ପ୍ରକ୍ରିୟା
ଉଦାହରଣ :
କେଜାଣି କାହିଁକି ବେଳେ ବେଳେ କିଛି ଲୋକ ନିଜକୁ ଦହନ କରିଦିଅନ୍ତି
ସମକକ୍ଷ : ଦହନ
ଅନ୍ୟ ଭାଷାରେ ଅନୁବାଦ :
The act of burning something.
The burning of leaves was prohibited by a town ordinance.