ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିର୍ଦ୍ଧନ ବ୍ୟକ୍ତି
ଉଦାହରଣ : ସେଠ୍ ମନୋହର ଦାସ ସବୁବେଳେ ଗରୀବଙ୍କୁ ସାହାଯ୍ୟ କରନ୍ତି
ସମକକ୍ଷ : ଗରୀବ, ନିର୍ଦ୍ଧନ
निर्धन व्यक्ति।
A person with few or no possessions.
ଅର୍ଥ : ଯାହା ପାଖରେ ଧନ ନାହିଁ ବା କମ୍ ଧନ ଅଛି
ଉଦାହରଣ : ନିର୍ଧନ ବ୍ୟକ୍ତି ବହୁତ ପରିଶ୍ରମ କରି ଧନୀ ହୋଇପାରେ
ସମକକ୍ଷ : ଅର୍ଥହୀନ, ଅସମୃଦ୍ଧ, ଗରିବ, ଦୀନ, ଦୀନହୀନ, ଧନହୀନ, ନିର୍ଧନ, ବିତ୍ତହୀନ
जिसके पास धन न हो या धन की कमी हो।
Having little money or few possessions.
ସଂସ୍ଥାପନ କରନ୍ତୁ