ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥୋପି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥୋପି   ବିଶେଷ୍ୟ

ଅର୍ଥ : କୁମ୍ଭାର କଞ୍ଚା ହାଣ୍ଡିକୁ ପିଟିବାପାଇଁ ବ୍ୟବହାର କରୁଥିବା ଚେପଟା ଓ ଚଉଡ଼ା କାଠ ପିଟଣା

ଉଦାହରଣ : କୁମ୍ଭାର କଞ୍ଚା ମାଠିଆକୁ ଥୋପିରେ ପିଟୁଛି

ସମକକ୍ଷ : ଥାପି

कुम्हार का कच्चा बरतन पीटने का चिपटे और चौड़े सिरे का काठ का डंडा।

कुम्हार कच्चे घड़े को थापी से पीट रहा है।
थापिया, थापी

A hand tool with a flat blade used by potters for mixing and shaping clay.

pallet