ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥାପି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥାପି   ବିଶେଷ୍ୟ

ଅର୍ଥ : ଯେଉଁ ଚେପଟା ମୁଗୁରରେ ରାଜମିସ୍ତ୍ରୀ ଛାତକୁ ପିଟି ଛାତତିଆରି ମସଲାକୁ ତା ଉପରେ ଭଲଭାବେ ଲଗାଏ

ଉଦାହରଣ : ରାଜମିସ୍ତ୍ରୀ ପିଟଣାରେ କାନ୍ଥକୁ ପିଟୁଛି

ସମକକ୍ଷ : ଖୋବା, ପିଟଣା

वह चिपटी मुँगरी जिससे गच पीट कर उसका मसाला अच्छी तरह अपने स्थान पर जमाया जाता है।

राजगीर थापी से दिवाल को पीट रहा है।
खोबा, थापी, पिटना

ଅର୍ଥ : କୁମ୍ଭାର କଞ୍ଚା ହାଣ୍ଡିକୁ ପିଟିବାପାଇଁ ବ୍ୟବହାର କରୁଥିବା ଚେପଟା ଓ ଚଉଡ଼ା କାଠ ପିଟଣା

ଉଦାହରଣ : କୁମ୍ଭାର କଞ୍ଚା ମାଠିଆକୁ ଥୋପିରେ ପିଟୁଛି

ସମକକ୍ଷ : ଥୋପି

कुम्हार का कच्चा बरतन पीटने का चिपटे और चौड़े सिरे का काठ का डंडा।

कुम्हार कच्चे घड़े को थापी से पीट रहा है।
थापिया, थापी

A hand tool with a flat blade used by potters for mixing and shaping clay.

pallet