ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥନଶୁଖା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥନଶୁଖା   ବିଶେଷ୍ୟ

ଅର୍ଥ : ଯେଉଁ ସ୍ତ୍ରୀର ସ୍ତନରେ ଦୁଧ ଆସିବା ବନ୍ଦ ହୋଇଯାଇଛି

ଉଦାହରଣ : ଏହି ଔଷଧ ବ୍ୟବହାର ଫଳରେ ଥନଶୁଖା ସ୍ତ୍ରୀର ଦୁଧ ବାହାରିବା ଆରମ୍ଭ ହୁଏ

ସମକକ୍ଷ : ଶୁଷ୍କସ୍ତନୀ

वह स्त्री जिसके स्तन में दूध आना बंद हो गया हो।

इस दवा के प्रयोग से थनटुट्टू के स्तन में दूध आना शुरु हो जाता है।
थनटुट्टू

ଥନଶୁଖା   ବିଶେଷଣ

ଅର୍ଥ : ଯାହାର ସ୍ତନରୁ କ୍ଷୀର ବାହାରିବା ବନ୍ଦ ହୋଇଯାଇଛି

ଉଦାହରଣ : ଥନଶୁଖା ଶୀଲା ତା ଛୁଆକୁ ନିଜ କ୍ଷୀର ପିଆଇ ପାରୁନାହିଁ

जिसके स्तन में दूध आना बंद हो गया हो।

थनटुट्टू शीला अपने बच्चे को अपना दूध नहीं पिला सकती।
थनटुट्टू