ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥଟାରୁଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥଟାରୁଣୀ   ବିଶେଷ୍ୟ

ଅର୍ଥ : ସେହି ମହିଳା ଯିଏକି ଥଟାରିକାମ ଅର୍ଥାତ ଧାତୁକୁ ପିଟି ବାସନ ତିଆରି କରେ

ଉଦାହରଣ : ଥଟାରୁଣୀ ଭଙ୍ଗା ବାସନକୁ ପୁଟୁଳିରେ ରଖୁଛି

वह महिला जो ठठेरे का काम यानि धातु पीटकर बरतन बनाने का काम करती हो।

ठठेरिन टूटे-फूटे बरतनों को झोले में रख रही है।
ठठेरिन, ठठेरी

ଅର୍ଥ : ଥଟାରିର ପତ୍ନୀ

ଉଦାହରଣ : ଥଟାରୁଣୀ ତା ପିଲାଙ୍କୁ ଖାଦ୍ୟ ଖୁଆଉଛି

ठठेरे की पत्नी।

ठठेरिन अपने बच्चों को खाना खिला रही है।
ठठिरिन, ठठेरिन, ठठेरी

A married woman. A man's partner in marriage.

married woman, wife