ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରିରଙ୍ଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରିରଙ୍ଗା   ବିଶେଷ୍ୟ

ଅର୍ଥ : ତିନିରଙ୍ଗର ପଟି ବା ତିନିରଙ୍ଗ ଥିବା ଧ୍ୱଜ

ଉଦାହରଣ : ଭାରତୀୟ ଧ୍ୱଜ ତ୍ରିରଙ୍ଗା

ସମକକ୍ଷ : ତ୍ରିରଙ୍ଗାପତାକା

वह ध्वज जिसमें केवल तीन रंगीन पट्टियाँ हो या जो तीन रंग का हो।

भारतीय ध्वज भी तिरंगा है।
तिरंगा, तिरंगा झंडा

A flag having three colored stripes (especially the French flag).

tricolor, tricolour

ଅର୍ଥ : ଭାରତର ଜାତୀୟ ପତାକା

ଉଦାହରଣ : ଭାରତୀୟ ସଂସଦ ଉପରେ ତ୍ରିରଙ୍ଗା ଉଡ଼ୁଛି

ସମକକ୍ଷ : ତ୍ରିରଙ୍ଗା ଝଣ୍ଡା, ତ୍ରିରଙ୍ଗା ପତାକା, ଭାରତୀୟ ପତାକା

भारत की राष्ट्रपताका।

भारतीय संसद पर तिरंगा लहरा रहा है।
तिरंगा, तिरंगा झंडा, भारतीय झंडा, भारतीय ध्वज

ତ୍ରିରଙ୍ଗା   ବିଶେଷଣ

ଅର୍ଥ : ତିନି ରଙ୍ଗରେ ଅନ୍ତର୍ଭୁକ୍ତ ହୋଇଥିବା

ଉଦାହରଣ : ଭାରତୀୟ ପତାକା ତ୍ରିରଙ୍ଗା

जो तीन रंग का हो या जिसमें तीन रंग हों।

भारतीय ध्वज तिरंगा है।
तिरंगा

Having or involving three colors.

Trichromatic vision.
A trichromatic printing process.
Trichromatic staining is the staining of tissue samples differentially in three colors.
Tricolor plumage.
A tricolor process in photography.
trichromatic, trichrome, tricolor