ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରିଫଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରିଫଳା   ବିଶେଷ୍ୟ

ଅର୍ଥ : ହରିଡ଼ା, ବାହାଡ଼ା ଓ ଅଁଳା ଏ ତିନୋଟିର ସମାହାର

ଉଦାହରଣ : ମହାତ୍ରିଫଳାର ପ୍ରୟୋଗ ଔଷଧ ଭାବେ ବ୍ୟବହୃତ ହୁଏ

ସମକକ୍ଷ : ମହାତ୍ରିଫଳା

हड़,बहेड़ा और आँवला इन तीनों का समूह।

महात्रिफला का प्रयोग औषध के रूप में किया जाता है।
महात्रिफला

ଅର୍ଥ : ହରିଡା, ବାହାଡା, ଏବଂ ଅଅଁଳାକୁ ମହୁରେ ମିଶାଇ ତିଆରି କରା ଯାଉଥିବା ଗୋଟିଏ ଔଷଧ

ଉଦାହରଣ : ପାଚନ ଶକ୍ତି ବଢାଇବାପାଇଁ ବୈଦ୍ୟ ମହାଶୟ ତ୍ରିଫଳା ଖାଇବାକୁ କହିଲେ

हड़, बहेड़े और आँवले को शहद में मिलाकर तैयार की जाने वाली एक औषधि।

वैद्यजी ने पाचनशक्ति बढ़ाने के लिए इत्रीफल लेने कहा है।
इत्रीफल

ଅର୍ଥ : ହରିଡ଼ା,ବାହାଡ଼ା ଓ ଅଁଳା ଫଳଗୁଡ଼ିକର ଚୂର୍ଣ୍ଣ

ଉଦାହରଣ : ତ୍ରିଫଳା ପାଚନ ପ୍ରକ୍ରିୟାରେ ସହାୟକ ହୁଏ

आँवले, हड़ और बहेड़े के फलों का चूर्ण।

त्रिफला पाचन क्रिया में सहायक होता है।
त्रिफला, वरा