ଅର୍ଥ : ଶୈବମାନେ ମୁଣ୍ଡରେ ଲଗାଉଥିବା ଭସ୍ମର ତିନିଧାର ରେଖା
ଉଦାହରଣ :
ପଣ୍ଡିତଙ୍କ ମୁଣ୍ଡରେ ତ୍ରିପୁଣ୍ଡ୍ର ଶୋଭାପାଉଥିଲା
ସମକକ୍ଷ : ତ୍ରିପୁଣ୍ଡ୍ର, ତ୍ରିପୌଣ୍ଡ୍ର
ଅନ୍ୟ ଭାଷାରେ ଅନୁବାଦ :
भस्म की तीन आड़ी रेखाओं का वह तिलक जो शैव लोग माथे पर लगाते हैं।
पंडितजी के माथे पर त्रिपुंड सुशोभित हो रहा है।