ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତୃପ୍ତ ହୋଇଯିବାର ଅବସ୍ଥା ବା ଭାବ
ଉଦାହରଣ : ଜ୍ଞାନ ପାଇଲାପରେ ବୁଦ୍ଧଙ୍କର ତୃପ୍ତି ଆସିଲା
ସମକକ୍ଷ : ତୋଷ, ପରିତୋଷ, ସନ୍ତୁଷ୍ଟି, ସନ୍ତୋଷ
तृप्त या सन्तुष्ट हो जाने की अवस्था या भाव।
The state of being satisfactorily full and unable to take on more.
ଅର୍ଥ : ତୃପ୍ତ ବା ସନ୍ତୁଷ୍ଟ କରିବାର ପ୍ରକ୍ରିୟା ବା ଭାବ
ଉଦାହରଣ : ଭୌତିକ ପଦାର୍ଥଦ୍ୱାରା ଇନ୍ଦ୍ରିୟ ତୃପ୍ତି କ୍ଷଣିକ ହୋଇଥାଏ
ସମକକ୍ଷ : ତୁଷ୍ଟି, ସୁଖ
तृप्त या संतुष्ट करने की क्रिया या भाव।
Act of fulfilling a desire or need or appetite.
ଅର୍ଥ : ପେଟଭରି ଖାଇବାର ଅବସ୍ଥା
ଉଦାହରଣ : ଆଜି ଭିକାରୀଟିର ମୁହଁରେ ତୃପ୍ତି ଝଲକୁଥିଲା
पेट भर खाने की अवस्था या भाव।
ସଂସ୍ଥାପନ କରନ୍ତୁ