ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁରଈ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁରଈ   ବିଶେଷ୍ୟ

ଅର୍ଥ : ଗୋଟିଏ ଲତାରୁ ମିଳୁଥିବା ଏକ ପ୍ରକାରର ଲମ୍ବା ଏବଂ ପତଳା ଫଳ ଯାହାକୁ ତରକାରି କରି ଖିଆଯାଏ

ଉଦାହରଣ : ମାଆ ଆଜି ତୁରଈ ତରକାରି କରୁଛନ୍ତି

एक लता से प्राप्त एक तरह का लंबा और पतला फल जिसकी तरकारी बनाई जाती है।

माँ आज तुरई की सब्जी बना रही है।
कर्कटी, कोशातक्, झिंगाक, तरोई, तुरई, तोरई, तोरी, श्वेतपुष्पा

ଅର୍ଥ : ଏକ ଲତା ଯାହାର ଲମ୍ବା ଫଳ ତରକାରି କରାଯାଏ

ଉଦାହରଣ : ପୂରା ଛାତ ଉପରେ ତୁରଈ ମାଡ଼ିଯାଇଛି

एक बेल जिसके लंबे फलों की तरकारी बनाई जाती है।

तुरई पूरे छत पर फैल गई है।
कर्कटी, कोशातकी, झिंगनी, झिंगाक, तरोई, तुरई, तोरई, तोरी, श्वेतपुष्पा

Loofah of Pakistan. Widely cultivated throughout tropics.

angled loofah, luffa acutangula, sing-kwa