ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାରର ବହୁତ ବଡ଼ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ଯାହା ବହୁମାତ୍ରାରେ ମାଛ ଭଳିଆ ହୋଇଥାଏ
ଉଦାହରଣ : ଚର୍ବି ଏବଂ ହାଡ଼ପାଇଁ ତିମିମାଛ ଶିକାର କରାଯାଏ
ସମକକ୍ଷ : ତିମି
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार का बहुत बड़ा समुद्री स्तनपायी जंतु जो बहुत-कुछ मछली के आकार का होता है।
ଅର୍ଥ : ସମୁଦ୍ରରେ ବାସ କରୁଥିବା ମାଛ ଆକାରର ଏକ ବଡ ଜଳଜନ୍ତୁ
ଉଦାହରଣ : ତିମିକୁ ତିମିଙ୍ଗିଳ ଖାଇଯାଏ
समुद्र में रहने वाला मछली के आकार का बड़ा जल-जन्तु।
ଅର୍ଥ : ସମୁଦ୍ରରେ ରହୁଥିବା ମାଛ ସଦୃଶ ଏକ ବଡ଼ ଜଳଜନ୍ତୁ
ଉଦାହରଣ : ତିମି ବଡ଼ବଡ଼ ଜାହାଜକୁ ଓଲଟେଇ ଦିଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
समुद्र में रहने वाला मछली के आकार का एक बड़ा जल-जंतु।
Any of the larger cetacean mammals having a streamlined body and breathing through a blowhole on the head.
ସଂସ୍ଥାପନ କରନ୍ତୁ