ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାମ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାମ୍ର   ବିଶେଷ୍ୟ

ଅର୍ଥ : ଲାଲ୍‌ ରଙ୍ଗର ଏକ ପ୍ରସିଦ୍ଧ ଧାତୁ ଯେଉଁଥିରେ ବାସନକୁସନ, ତାର ଆଦି ତିଆରି କରାଯାଏ

ଉଦାହରଣ : ତମ୍ବା ତାର ବିଦ୍ୟୁତ ସୁପରିବାହୀ

ସମକକ୍ଷ : ତମ୍ବା

ତାମ୍ର   ବିଶେଷଣ

ଅର୍ଥ : ତମ୍ବାରେ ତିଆରି ହୋଇଥିବା

ଉଦାହରଣ : ମାତାଜୀ ପୂଜା ପାଠ ପାଇଁ ତାମ୍ର ସାମଗ୍ରୀ ବ୍ୟବହାର କରନ୍ତି

ताँबे का बना हुआ।

माताजी पूजा-पाठ में तंबिया बरतनों का उपयोग करती हैं।
तँबिया, तंबिया, ताँबिया, तांबिया

Of or containing divalent copper.

cupric, cuprous