ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତରାଜୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତରାଜୁ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁଆଦି ମାପିବାପାଇଁ ଏକ ଉପକରଣ ଯେଉଁଥିରେ ଏକ ଦଣ୍ଡର ଦୁଇ ପାଖରେ ଦୁଇଟି ପଲା ଝୁଲୁଥାଏ

ଉଦାହରଣ : କୃଷକ ଶସ୍ୟଆଦି ମାପିବାପାଇଁ ନିକିତି ରଖିଥାନ୍ତି

ସମକକ୍ଷ : ତଉଲିବା କଣ୍ଟା, ନିକିତି

कोई वस्तु आदि तौलने का एक उपकरण जिसमें एक डाँड़ी के दोनों सिरों पर दो पल्ले लटकते रहते हैं।

किसान अनाज़ आदि तौलने के लिए तराजू रखते हैं।
काँटा, कांटा, तक, तकड़ी, तखरी, तराजू, तुला, तुला यंत्र, धट

A scale for weighing. Depends on pull of gravity.

balance