ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତବକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତବକ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ପତଳା ଓ ଚୌଡା ଥାଳି

ଉଦାହରଣ : ନମାଜ ପରେ ତବକରେ ଖାଦ୍ୟ ପରଶାଗଲା

एक तरह की छिछली और चौड़ी थाली।

नमाज के बाद तबक़ में खाना परोसा गया।
तबक, तबक़

Dish on which food is served or from which food is eaten.

plate

ଅର୍ଥ : ମୁସଲମାନ ସ୍ତ୍ରୀମାନଙ୍କଦ୍ବାରା ଭୂତପ୍ରେତ ଏବଂ ପରୀମାନଙ୍କର ଆଘାତରୁ ବଞ୍ଚିବାପାଇଁ କରାଯାଉଥିବା ଏକ ଉପଚାର

ଉଦାହରଣ : ସଲ୍‌ମା ତବକପାଇଁ ଯାଇଛି

मुसलमान स्त्रियों द्वारा भूत-प्रेत और परियों की बाधा से बचने के लिए किया जाने वाला एक उपचार।

सलमा तबक़ के लिए गई है।
तबक, तबक़

ଅର୍ଥ : ଘୋଡାଙ୍କୁ ହେଉଥିବା ଏକ ରୋଗ ଯାହାଦ୍ବାରା ସେମାନଙ୍କ ଶରୀରର କୌଣସି ଭାଗରେ ଫୁଲା ହୁଏ ଏବଂ ଦାଗ ପଡିଯାଏ

ଉଦାହରଣ : କଳା ଘୋଡାକୁ ତବକ ହୋଇଛି

घोड़ों को होने वाला एक रोग जिसमें उनके शरीर के किसी भाग में सूजन आ जाती है और चकता पड़ जाता है।

काले घोड़े को तबक हो गया है।
तबक, तबक़