ଅର୍ଥ : ଅର୍ଥାଳାଙ୍କାରର ଏକ ପ୍ରକାରଭେଦ
ଉଦାହରଣ :
ତଦଗୁଣରେ କୌଣସି ବସ୍ତୁଦ୍ୱାରା ନିଜଗୁଣ ତ୍ୟାଗକରି ନିକଟବର୍ତ୍ତୀ ଅନ୍ୟ କୌଣସି ବସ୍ତୁର ଗୁଣ ଗ୍ରହଣ କରିବା ବିଷୟରେ ବର୍ଣ୍ଣନା ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
अर्थालंकार का एक भेद।
तद्गुण में किसी वस्तु द्वारा अपना गुण त्याग कर निकटवर्ती किसी अन्य उत्तम वस्तु का गुण ग्रहण करने का वर्णन होता है।