ଅର୍ଥ : ତତ୍ତ୍ୱ ବା ଯଥାର୍ଥତାକୁ ଜାଣିଥିବା ଲୋକ
ଉଦାହରଣ :
ଏହି ସଭାରେ ବଡ଼ବଡ଼ ତତ୍ତ୍ୱବିତ୍ମାନେ ଭାଗ ନେଉଛନ୍ତି
ସମକକ୍ଷ : ଜ୍ଞାନୀ, ତତ୍ତ୍ୱଦର୍ଶୀ, ତତ୍ତ୍ୱବିତ୍, ତତ୍ତ୍ୱବେତ୍ତା, ଦାର୍ଶନିକ
ଅନ୍ୟ ଭାଷାରେ ଅନୁବାଦ :
तत्व या यथार्थता को जाननेवाला व्यक्ति।
इस सभा में बड़े-बड़े तत्ववेत्ताओं ने हिस्सा लिया।A specialist in philosophy.
philosopher