ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତଂତ୍ରିକା ବିଜ୍ଞାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଚିକିତ୍ସା ବିଜ୍ଞାନର ଯେଉଁ ଶାଖାରେ ତନ୍ତ୍ରିକା ସମ୍ବନ୍ଧୀୟ ତଥ୍ୟର ଅଧ୍ୟୟନ ଅନ୍ତର୍ଗତ

ଉଦାହରଣ : ରମେଶ ତନ୍ତ୍ରିକା ବିଜ୍ଞାନର ଭଲ ଜ୍ଞାନୀ

ସମକକ୍ଷ : ତନ୍ତ୍ରିକା ବିଜ୍ଞାନ, ନ୍ୟୁରୋଲଜୀ, ସ୍ନାୟୁ ବିଜ୍ଞାନ

चिकित्सा विज्ञान की वह शाखा जिसके अंतर्गत तंत्रिका संबंधी बातों का अध्ययन होता है।

रमेश तंत्रिका विज्ञान का अच्छा ज्ञाता है।
तंत्रिका विज्ञान, तंत्रिकाविज्ञान, न्यूरोलाजी, न्यूरोलॉजी, स्नायु विज्ञान

The branch of medical science that deals with the nervous system.

neurology