ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢେଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢେଲା   ବିଶେଷ୍ୟ

ଅର୍ଥ : ମାଟି, ଇଟାଆଦିର କଠିନ ବା ଶକ୍ତ ଖଣ୍ଡ

ଉଦାହରଣ : ପିଲାମାନେ ଢେଲାମାରି ଆମ୍ବ ଖସାଉଛନ୍ତି

ସମକକ୍ଷ : ଡେଣୁଆ, ବୋଲୁଅ

मिट्टी,ईंट आदि का कड़ा या ठोस टुकड़ा।

बच्चे ढेले से आम तोड़ रहे हैं।
चक्का, डेला, ढेरा, ढेला

A large piece of something without definite shape.

A hunk of bread.
A lump of coal.
hunk, lump

ଅର୍ଥ : ଇଟା ବା ପଥରର ଛୋଟ ଖଣ୍ଡ

ଉଦାହରଣ : ପିଲାଟି ଝିଙ୍କର ଉଠେଇ ଗଡ଼ିଆକୁ ଫୋପାଡ଼ୁଥିଲା

ସମକକ୍ଷ : ଝିଙ୍କର, ଟେକା

ईंट या पत्थर का छोटा टुकड़ा।

बच्चे रोड़ा उठा-उठाकर तालाब में फेंक रहे थे।
रोड़ा

A fragment of brick used as a weapon.

brickbat