ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢେଙ୍କୁଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢେଙ୍କୁଲି   ବିଶେଷ୍ୟ

ଅର୍ଥ : ଜଳସେଚନ କରିବାର ଉପକରଣରେ ଥିବା ଢେଁକୁଲି ନାମକ ଯେଉଁ ପାତ୍ର ଦ୍ୱାରା କୂଅରୁ ପାଣି କଢ଼ାଯାଏ

ଉଦାହରଣ : ଢେଁକୁଲି ଦଉଡ଼ିରୁ ଛିଣ୍ଡିଯାଇ କୂଅରେ ପଡ଼ିଗଲା

ସମକକ୍ଷ : ଢେଁକୁଲି, ଢେଂକଲି, ଢେକୁଲି, ଢେଙ୍କଲି, ପାଣି ସିଞ୍ଚିବା ଯନ୍ତ୍ର

ढेंकुली नामक सिंचाई के साधन में का वह पात्र जिससे कुएँ आदि से पानी निकाला जाता है।

ढेंकुली रस्सी से टूटकर कुएँ में गिर गई।
करवारा, ढेंकली, ढेंकुलि, ढेंकुली, ढेकली, ढेकुला, ढेकुली

ଅର୍ଥ : ଜଳସେଚନ ପାଇଁ କୂଅ ଆଦି ଉପରେ ତିଆରି ହୋଇଥିବା ଏକ ଉପକରଣ ଯେଉଁଥିରେ ଦଉଡ଼ି ଲାଗିଥିବା ଏକ ପାତ୍ର ବାଉଁଶରେ ବନ୍ଧା ଯାଇଥାଏ ଏବଂ ଯାହାକୁ ବୁଡ଼ାଇ ପାଣି କଢ଼ାଯାଏ

ଉଦାହରଣ : କୃଷକ ଢେଙ୍କୁଲି ଚଳାଉଛି

ସମକକ୍ଷ : ଢେଂକଲି, ଢେଂକୁଲି, ଢେଙ୍କଲି

सिंचाई के लिए कुएँ आदि पर बनाया गया वह साधन जिसमें रस्सी लगा एक पात्र बाँस में बंधा रहता है और जिसको डुबका कर पानी निकालते हैं।

किसान ढेंकुली चला रहा है।
ढेंकली, ढेंकुलि, ढेंकुली, ढेकली, ढेकुला, ढेकुली