ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢିପଜମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢିପଜମି   ବିଶେଷ୍ୟ

ଅର୍ଥ : ଉଚ୍ଚରେ ଥିବା ଜମି ଯେଉଁଠିକୁ ନଦୀ,ଝରଣା ଆଦିର ବଢ଼ି ପାଣି ଆସିପାରେ ନାହିଁ

ଉଦାହରଣ : ଢିପଜମିକୁ ବଢ଼ି ଡର ନଥାଏ

वह भूमि जो कुछ ऊँचे पर स्थित हो और जो नदी, झील आदि के बढ़ने पर भी पानी में न डूबे।

बाँगर में बाढ़ का डर नहीं होता।
बाँगड़, बाँगर, बांगर, बागर

Elevated (e.g., mountainous) land.

highland, upland